ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ଜିଲ୍ଲାସ୍ତରୀୟ ଜରୁରୀ ବୈଠକ
ବୌଦ୍ଧ,୨୦/୧୦- ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସଂଘର ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାତଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ମହେଶ ସେଠୀ ପୂର୍ବ ବିବରଣୀ!-->…
Read More...
Read More...