ଖୁବଶୀଘ୍ର ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାମ : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷଠୁ ଓଡିଶାରେ ଆରମ୍ଭ ହେବ ୫ଜି ସେବା । ଆଜି ଭୁବନେଶ୍ୱରରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି…
Read More...

ପଞ୍ଚମ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ପାରଳାଖେମୁଣ୍ଡି : ପଞ୍ଚମ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ୍‌ ବୟସର ବାଳକ ବାଳିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲ ଗଜପତି ଷ୍ଟାଡିୟମ୍‌ ପାରଳାଖେମୁଣ୍ଡି ପରିସରରେ ହୋଯାଇଅଛି । ପ୍ରଥମ ପ୍ରର୍ଯ୍ୟାୟରେ ଗୋଶାଣୀ ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା…
Read More...

ଦୁର୍ଗମ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚକୁ ନଷ୍ଟ କଲା ଅବକାରୀ ବିଭାଗ

ବ୍ରହ୍ମପୁର:ଦୁର୍ଗମ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚକୁ ନଷ୍ଟ କଲା ବ୍ରହ୍ମପୁର ଅବକାରୀ ବିଭାଗ । ବ୍ରହ୍ମପୁର ଅବକାରୀ ବିଭାଗର ସଦର ଓ ମୋବାଇଲ୍‌ ଟିମ୍‌ ମିଳିତ ଭାବରେ ବ୍ରହ୍ମପୁର ଅବକାରୀ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ କୁମ୍ଭଝରୀ ଗ୍ରାମ ପଛ ପାର୍ଶ୍ୱରେ ରହିଥିବା ପାହାଡ଼…
Read More...

ଟି-୨୦ ବିଶ୍ୱକପ : ବିପର୍ଯ୍ୟୟ ଘଟାଇଲା ନାମିବିଆ, ଶ୍ରୀଲଙ୍କାକୁ ୫୫ ରନରେ ହରାଇଲା

ନୂଆଦିଲ୍ଲୀ : ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ର ଉଦଘାଟନୀ ମ୍ୟାଚରେ ଏସୀୟ ଚାମ୍ପିୟନ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ନାମିବିଆ ବିପକ୍ଷରେ ୫୫ ରନର ପରାଜୟର ସମ୍ମୁଖୀନ ହୋଇଛି । ରାଉଣ୍ଡ ୧ ର ପ୍ରଥମ ମ୍ୟାଚରେ ନାମିବିଆ ରବିବାର ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ…
Read More...

ସେବା ହିଁ ଧର୍ମ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲିଗୁଡ଼ା: ଏକ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସେବା ହିଁ ଧର୍ମ ପରିବାର ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ…
Read More...

ତ୍ରିରଙ୍ଗା ପତାକା ଫୋପଡା ଘଟଣାକୁ ନିନ୍ଦା

ନନ୍ଦାହାଣ୍ଡି,୧୬/୧୦:- ମୌଳିକ କର୍ତ୍ତବ୍ୟ ଭୁଲିଗଲା ବ୍ଲକ ପ୍ରଶାସନ । ସାରା ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତ୍ରିରଙ୍ଗା ପତାକା ସହ ଓଡ଼ିଶାର ମାନ୍ୟବର…
Read More...

ବିଜେଡ଼ି ବ୍ଲକ୍‌ ସଭାପତିଙ୍କ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜେଡ଼ି ବ୍ଲକ୍‌ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସ ଜନସାଧାରଣଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ସହଯୋଗର ହାତ ବଢାଇଛନ୍ତି । ନିଜସ୍ୱ ଖର୍ଚ୍ଚରେ ଜନସାଧାରଣଙ୍କର ସେବା ନିମନ୍ତେ ଏକ ଆମ୍ବୁଲାନ୍ସ ଯୋଗାଇଦେଇଛନ୍ତି । ଏଭଳି…
Read More...

ସାତ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିଛି ସ୍କୁଲଗୃହ: ଝୁପୁଡି ଘରେ ଚାଲିଛି ପାଠପଢା

ତେନ୍ତୁଳିଖୁଣ୍ଟି,୧୬/୧୦:- ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଟାଗାଁ କ୍ଲଷ୍ଟର ଘୁମରଦୋରା ନୂତନ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ସାତବର୍ଷ ହେଲା ଅଧପନ୍ତରିଆ ହୋଇ ପଡିରହିଛି ସ୍କୁଲଗୃହ । ଝୁପୁଡି କୁଡ଼ିଆରେ…
Read More...

ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଘୋଷଣା କରିଥିବାବେଳେ ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ…
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ

ପୁରୀ : ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ । ୩ ବର୍ଷ ୭ ମାସ ବୟସରେ ଅଲୌକିକ ସ୍ମରଣ ଶକ୍ତିର ଅଧିକାରୀ ହୋଇପାରିକି ଗୋପ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ବିଭିନ୍ନ ବିଷୟରେ ଏକାଧିକ ପ୍ରଶ୍ନର ଦେଇପାରୁଛନ୍ତି ଉତ୍ତର । ଗୋପ ବ୍ଲକ୍‌ ବେଦପୁରୁ ପଞ୍ଚାୟତର…
Read More...