ପାରଳାଖେମୁଣ୍ଡିରେ ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ଛକ ନିକଟସ୍ଥ ଗଜପତି ମାର୍ଗରେ ଚାଲିଥିବା ୩୮ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଅନ୍ନ ପ୍ରସାଦ ବଣ୍ଟନ, ଦୀପ ପ୍ରଜ୍ୱଳନ, ଚୁଡି ବଣ୍ଟନ ସାଙ୍ଗକୁ ମେଲଡି, ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଗ!-->…
Read More...
Read More...