ଅଜଣା ରୋଗରେ ପୀଡିତ ଧନୁ ଭୁଏ
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ଦାବି
ଖପ୍ରାଖୋଲ,୧୩/୧୦- ଅଜଣା ରୋଗରେ ପୀଡିତ ଧନୁ ଭୁଏ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ କଲୋନୀପଡ଼ାରେ ସରକାର ଯୋଗାଇ ଦେଉଥିବା ଜାଗାରେ ଘର କରି!-->…
Read More...
Read More...