ରାଜସ୍ୱ ଆଦାୟ ବେଳେ ରାଜସ୍ୱ ନିରୀକ୍ଷକ ଅଫିସ୍‌ ଖୋଲା, ବାକି ସମୟରେ ଝୁଲୁଛି ତାଲା

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ୍‌ ଲୁହାସିଂହା ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟଳୟରେ ତାଲା ଝୁଲୁଛି । ଖପ୍ରାଖୋଲ ବ୍ଳକ୍‌ ଲୁହା ସିଂହା ଏକ ଉପାନ୍ତ୍ର ଅଞ୍ଚଳ । ଏହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ଲୁହାସିଂହା ଗ୍ରାମ ପଞ୍ଚାୟତର ୭/୮ ଖଣ୍ଡ ଗ୍ରାମ…
Read More...

ରେଳ ଷ୍ଟେସନ ପାଖରୁ ୧୧ଜଣ ଦାଦନ ଉଦ୍ଧାର

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ହରିଶଙ୍କର ରେଳଷ୍ଟେସନ ନିକଟରୁ ମଙ୍ଗଳବାର ମଧ୍ୟରାତ୍ରୀରେ ୧୧ ଜଣ ମହିଳା ପୁରୁଷ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଲଠୋର…
Read More...

ଆସନ୍ତା ୧୪ ରୁ ବୌଦ୍ଧ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତା

ବୌଦ୍ଧ,୧୨/୧୦:- ଆସନ୍ତା ୧୪ ରୁ ୧୭ ଅକ୍ଟୋବର ଯାଏଁ ହେବାକୁ ଥିବା ଆନ୍ତଃ ବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୀରନରସିଂହପୁର ନନ୍ଦନବନ ଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଭବ୍ୟ ସମାରୋହ…
Read More...

ବିପୁଳ ପରିମାଣ ବଜ୍ରକାପ୍ତା କାତି ଜବତ:୪ ଗିରଫ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ଚଢ଼ଉ କରି ବିପୁଳ ପରିମାଣର ବିରଳ ବଜ୍ରକାପ୍ତା କାତି ଜବତ କରିବା ସହ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ଘୁଗୁଲ ସାହିର ରାଧାକାନ୍ତ ବେହେରା(୫୫) ଓ…
Read More...

ଧାମନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ସୂଚନା ମିଳିଛି । ଅବନ୍ତୀଙ୍କ ପାର୍ଥୀତ୍ୱକୁ ବିଜେଡି ସୁପ୍ରିମୋ ନବୀନ୍‌ ପଟ୍ଟନାୟକ ମୋହର ମାରିଛନ୍ତି । ଅବନ୍ତୀ ବର୍ତ୍ତମାନ ତିହିଡ଼ି ବ୍ଲକ୍‌ର…
Read More...

ଜିଲ୍ଲା ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପୁରୀ : ଆଜିଠାରୁ ପୁରୀ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍‌ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଛି । ଏହାକୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ପ୍ରଥମ କରି ପୁରୀ ଜିଲ୍ଲାରେ…
Read More...

ଛୁରି ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ

ପୁରୀ : ଦାଦାବଟି ମାଗିବା ସହ ଛୁରୀ ଦେଖାଇ ଭୟଭୀତ କରିବା ଅଭିଯୋଗରେ ସମୁଦ୍ର କୂଳ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରୁଛି । ଅଭିଯୁକ୍ତ ଦ୍ୱୟ ହେଲେ ଆର ରାମ ଚନ୍ଦ୍ର ବେହେରା ଓ ଆଙ୍କା ନରସିଂହ ରାଓ । ଅଭିଯୁକ୍ତ ମଙ୍ଗଳବାର ପୂର୍ବାହ୍ନରେ ସ୍ୱର୍ଗଦ୍ୱାର ଆର ଏଲ ହୋଟେଲ ନିକଟରେ ଛୁରୀ ଦେଖାଇ…
Read More...

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର : ଭୁବନେଶ୍ୱରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ…
Read More...

ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ଫୁଲବାଣୀ,୧୨/୧୦:- ଆଜି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକରେ ଶ୍ରୀ ସାମନ୍ତ ଯୋଗଦେବା ସହ ଏହାର ସଫଳ ଆୟୋଜନ…
Read More...

କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ଗୁଳିବିନିମୟ ଘଟଣା:ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍‌ ପକ୍ଷରୁ ସାମ୍ବାଦିକ…

ଫୁଲବାଣୀ : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା…
Read More...