ମା’ ସୁରେଶ୍ୱରୀଙ୍କ ଗାଥା ଉପରେ କୋଶଲି ଭଜନକୁ ଲୋକାର୍ପିତ କଲେ ଜଷ୍ଟିସ ସି.ଆର ଦାଶ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିର ପରିସରରେ "ମା ସୁରେଶ୍ୱରୀ ଘେନ ଜୁହାର' ନାମକ ଏକ କୋଶଲି ଭଜନ ସଂଗୀତର ଲୋକାର୍ପଣ ଉତ୍ସବ ପାଳନ ହୋଇଯାଇଛି । ପ୍ରଥମେ ପୂଜକ କାଳୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ମାଙ୍କ ମଙ୍ଗଳ ଆଳତୀ କରାଯାଇ ଆଜ୍ଞାମାଳ ପହଞ୍ଚି…
Read More...

ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷ କମ୍‌ ବୟସର ବାଳକ ବାଳିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍‌ ପାରଳାଖେମୁଣ୍ଡି ପରିସରରେ ଅନୁଷ୍ଠିତ ହୋଯାଇଅଛି । ଆଜିର ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବରେ ଗବାରା ତ୍ରିରୁପତି ରାଓ , ଜିଲ୍ଲାପରିଷଦ…
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସଚେତନତା ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ନିୟତି ମାନସିକ ଅଗ୍ରସରର ବିଦ୍ୟାଳୟ ରାଣୀପେଣ୍ଠାଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାଧିକରଣ ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଦୌରା…
Read More...

ବିଶ୍ୱ ହିନ୍ଦୁ ପରିଷଦର ସାରଙ୍ଗଡଠାରେ ୧୨ ପ୍ରଖଣ୍ଡର ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ୧୨ଟି ପ୍ରଖଣ୍ଡର ବୈଠକ ସାରଙ୍ଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମିଶ୍ର ବୈଠକରେ ସଭାପତିତ୍ୱ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର କନ୍ଧମାଳ ଜିଲ୍ଲା ପ୍ରଭାରୀ ଏହି ବୈଠକରେ ଯୋଗ ଦେଇ ସମସ୍ତେ ଏକଯୁଟ ହେବା ସହ…
Read More...

ଏନକାଉଣ୍ଟରରେ ମହିଳା ମାଓବାଦୀ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡା: କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…
Read More...

ନାବାଳିକା ମୃତ୍ୟୁ ମାମଲାକୁ ରାଜନୈତିକ ରୂପ ଦେଉଛି ବିଜେପି : ବିଜେଡ଼ି

ବାଲିଗୁଡ଼ା:କନ୍ଧମାଳ ଜିଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଏକ ସେବାଶ୍ରମରେ ସପ୍ତମ ଶ୍ରେଣୀ ପଢୁଥିବା ଜନୈକ ଛାତ୍ରୀ ଗର୍ଭବତୀ ହେବାପରେ ମୃତ ଶିଶୁ ଜନ୍ମ ଦେବା ଏବଂ ପରେ ମୃତ୍ୟୁବରଣ କରିବା ଘଟଣା ରାଜନୈତିକ ରୂପ ନେଉଛି । ରବିବାର ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆବାସିକ…
Read More...

ବଜ୍ରପାତରେ ୧୧ ଗୋରୁ ମୃତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଗଡ଼ି ସହିତ ରାସ୍ତା ଧୂମମୟ ଫଳରେ ଯାନବାହାନ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଆଜିର ବଜ୍ରପାତରେ ୧୧ ଗାଈ/ବଳଦର ଜୀବନ ଚାଲି ଯାଇଛି । ସୂଚନା ଅନୁସାରେ ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତର ମାଝି…
Read More...

ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ, ସହରବାସୀଙ୍କୁ ମିଳିବ ନିରବଛିନ୍ନ ବିଦ୍ୟୁତ ସେବା

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ । ଏହାଦ୍ୱାରା ବର୍ଷା, ପବନ ସମୟରେ ଆଉ ବିଦ୍ୟୁତ କାଟର ଭୟ ରହିବ ନାହିଁ । ଉପଭୋକ୍ତା ମାନଙ୍କୁ ୨୪ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସହ ରାସ୍ତାରେ…
Read More...

ତୃତୀୟ ଦିନିକିଆ ଜିତି ସିରିଜ ହାତେଇଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାକୁ ଟିମ୍‌ ଇଣ୍ଡିଆ ଜିତିଛି। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ୟିକାକୁ ପରାସ୍ତ କରିଛି। ୧୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ…
Read More...

୮୧ତମ ବୀର ସହିଦ୍‌ କଷ୍ଟି ଡାକୁଆ ଦିବସ ପାଳିତ

ଦଶପଲ୍ଲା :ନୟାଗଡ ସ୍ୱାଧୀନତା ସଂଗ୍ରାମର ଆଦ୍ୟଭୂମୀ କୁହାଯାଉଥିବା ଗୌଡ଼ ଥୁଆବାରୀ ଗ୍ରାମରେ ୮୧ତମ ବୀର ସହିଦ କଷ୍ଟି ଡାକୁଆ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର କୁଶବିଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ କଣ୍ଡୁରୀ ପରିଡ଼ା ,…
Read More...