ବିସିସିଆଇ ସଭାପତି ହୋଇପାରନ୍ତି ଏହି ପୂର୍ବତନ ବିଶ୍ୱକପ ବିଜେତା ଖେଳାଳି
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ ହେବ । ଏହା ପୂର୍ବରୁ ବିସିସିଆଇ ସଭାପତି ପଦ ପାଇଁ ପୂର୍ବତନ ଦ୍ରୁତ ବୋଲର ତଥା ୧୯୮୩ ବିଶ୍ୱକପ ବିଜେତା ଦଳର ଖେଳାଳି ରଜର ବିନ୍ନିଙ୍କ ନାମ ଆଗରେ ରହିଛି । ଏଏନ୍ଆଇର ରିପୋର୍ଟ ଅନୁଯାୟୀ ବିନ୍ନି ବର୍ତ୍ତମାନ କାର୍ଯ୍ୟରତ!-->…
Read More...
Read More...