ତିନୋଟି ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୨ ଗିରଫ
ଗଞ୍ଜାମ/ବ୍ରହ୍ମପୁର: ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବଡ଼ବଜାର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ବଡ଼ ବଜାର ଥାନା ପୁଲିସ ହରଡ଼ାଖଣ୍ଡି ବନ୍ଧ, ଉତ୍ତରାମୁଖୀ ଏବଂ ହନୁମାନ ନଗର ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୧୨ଜଣ ଜୁଆଡ଼ିକୁ ଗିରଫ!-->…
Read More...
Read More...