ସୋନିଆଙ୍କୁ କ୍ଷମା ମାଗି ନିର୍ବାଚନରୁ ଓହରିଲେ ଗେହଲଟ
ନୂଆଦିଲ୍ଲୀ,୨୯/୯ : କଂଗ୍ରେସ ରାଜନୀତି ଏବେ ବେଶ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଜୟପୁରରେ ଯାହା ଘଟିଗଲା,ସେଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟରେ ଭୁଲ ମାଗିବା ସହ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।!-->…
Read More...
Read More...