ଆସନ୍ତା ୩୦ ରୁ କନ୍ଧମାଳ ମିଡ଼ିଆ ଫୋରମର ଦୁଇଦିନିଆ କର୍ମଶାଳା
ଫୁଲବାଣୀ,୨୬/୯:- କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ଆସନ୍ତା ୩୦ ଓ ୧ ତାରିଖ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଏଥିସହ ସଙ୍ଘର ବାର୍ଷିକ ଉତ୍ସବ ମଧ୍ୟ ମହାଆଡମ୍ବର ସହକାରେ ପାଳନ କରାଯିବ । ଏହି କର୍ମଶାଳାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ!-->…
Read More...
Read More...