ସଞ୍ଜୁଙ୍କ ପାଇଁ ଖୁସି ଖବର, ଏହି ଟିମର ଅଧିନାୟକ ହେଲେ
ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ ଏ ଦଳ ଭାରତ ଗସ୍ତରେ ଅଛି । ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସେପ୍ଟେମ୍ବର ୨୨ ରୁ ଖେଳାଯିବ । ଏହି ସିରିଜ୍ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା କରାଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଦ୍ୱାରା ଏହି ଦଳ ଚୟନ କରାଯାଇଛି ଏବଂ ଏହାର!-->…
Read More...
Read More...