ତାଗିଦ ନମାନିବା ମହଙ୍ଗା ପଡ଼ିଲା, ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ

ଭୁବନେଶ୍ୱର: ତାଗିଦ ନମାନିବା ମହଙ୍ଗା ପଡ଼ିଲା । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ମଟନ ଦୋକାନକୁ ଭାଙ୍ଗି ଦିଆଯାଇଛି । ବିଏମସି ପକ୍ଷରୁ ବୁଲଡୋଜର ଲଗାଇ ଉକ୍ତ ହୋଟେଲକୁ ଭାଙ୍ଗି ଦିଆଯାଇଛି । ଭୁବନେଶ୍ୱରରେ ପରିଚିତ କିଶୋର ଭାଇନାଙ୍କ ମାଂସ…
Read More...

ମୃତକ ଧନମତି ବାରିକଙ୍କ ପରିବାର ହରିଶ୍ଚନ୍ଦ୍ର ସହାୟତାରୁ ବଞ୍ଚିତ ଅଭିଯୋଗ

ଖପ୍ରାଖୋଲ,୧୬/୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମର ଧନମତି ବାରିକଙ୍କ ଗତ ଅପ୍ରେଲ ୧୫ ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାର ଏକ ଗରିବ ପରିବାର ହୋଇଥିବାରୁ ତାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ପରିବାର ଲୋକେ…
Read More...

ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା

ମାଲକାନଗିରି: ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା । ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ…
Read More...

ଭାରତ ଆୟୋଜନ କରିବ ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଭାରତ ଜି-୨୦ ନେତାମାନଙ୍କର ଶିଖର ସମ୍ମିଳନୀ ଆୟୋଜନ କରିବ । ଚଳିତବର୍ଷ ଡିସେମ୍ବର ପହିଲାରୁ ଏହା ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ବହନ କରିବ । ଭାରତ ସରକାର କରିଥିବା ଘୋଷଣା ଅନୁସାରେ, ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ଭାରତ ହାତରେ ରହିବ ୧୯ଟି…
Read More...

ରୁଷ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଏକ ହତ୍ୟା ଉଦ୍ୟମ ହୋଇଥିଲା । ତେବେ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଏହି ପ୍ରୟାସ କେବେ ହୋଇଥିଲା ତାହା କିନ୍ତୁ ଜଣା ପଡିନାହିଁ । ଚଳିତ ବର୍ଷ ଫେବ୍ରୁଆରିରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷ…
Read More...

ସୁପ୍ରିମକୋର୍ଟରେ ପ୍ରଥମ ଘଟଣା :
ସିଜେଆଇଙ୍କ ମାମଲା ତାଲିକାଭୁକ୍ତି ବ୍ୟବସ୍ଥାକୁ ବେଞ୍ଚଙ୍କ ସମାଲୋଚନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ଏକ ବିରଳ ଘଟଣା ଘଟିଛି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଦ୍ୱାରା ହୋଇଥିବା ମାମଲାଗୁଡ଼ିକର ତାଲିକାକରଣ ବା ଲିଷ୍ଟିଂ ବ୍ୟବସ୍ଥାକୁ ବିରୋଧ କରିଛନ୍ତି କୋର୍ଟର ଏକ ଦୁଇ ଜଣିଆ ବେଞ୍ଚ । ଏନେଇ ବେଞ୍ଚ କଡ଼ା ସମାଲୋଚନା କରିଛନ୍ତି । ଏ ଘଟଣା ଏବେ…
Read More...

ଦଶହରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପବିତ୍ର ଦଶହରା ପର୍ବ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡ଼ା ଏସଡିପିଓ…
Read More...

ଶୁଣିଲାନି ପ୍ରଶାସନ, ଜମିରୁ ଜବରଦଖଲ ଉଚ୍ଛେଦ କଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିରେ ଗୃହ କାମ ନିର୍ମାଣ ବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଜଣେ ବ୍ୟକ୍ତି ଉକ୍ତ ଜମିରେ ଗୃହ ନିର୍ମାଣ କରୁଥିବା ବେଳେ ଉକ୍ତ ଜମି ସେମାନଙ୍କର ବୋଲି କହି ମାତୃଶକ୍ତି…
Read More...

ବେଆଇନ ବାଲି ଚାଲାଣ, ୩ ହାଇୱାକୁ ଜରିମାନା

ସୁବର୍ଣ୍ଣପୁର: ଗତକାଲି ରାତିରେ ସୋନପୁର ସହର ବୁଢାରଜା ଛକଠାରେ ବିନିକା ବାଇପାସ ଦେଇ ମହାନଦୀ ବ୍ରିଜ ପଟକୁ ଯାଉଥିବା ୩ ଗୋଟି ହାଇୱାରେ ବେଆଇନ ବାଲି ଚାଲାଣ କରୁଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ…
Read More...

ବେଳାଭୂମି ସଫେଇ ଓ ଏୟାର ସୋ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଆସନ୍ତା ୧୭ରେ ବେଳାଭୂମି ସଫେଇ ଓ ୧୮ର ଏୟାର ସୋ କୁ ସଫଳ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବର୍ମା ଚଳିତ ମାସ ୧୮ ତାରିଖ ସକାଳ…
Read More...