ଏକ କୁଇଣ୍ଟାଲ୍ ରୁପା ଇଟା ସହ ୧୨ ଲକ୍ଷ ଟଙ୍କା ଜବତ: ଦୁଇ ଅଟକ

0 59

କଟକ: କଟକରୁ ଜବତ ହୋଇଛି ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଟାଙ୍ଗି ଟୋଲ ଗେଟରୁ ଏହା ଜବତ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚାର କରୁଛି ଜିଏସଟି ଏବଂ ଅବକାରୀ ବିଭାଗ।

hiranchal ad1
Leave A Reply

Your email address will not be published.

12 − 11 =