ରାଜ୍ୟଗୋଷ୍ଠୀ କ୍ରିକେଟ : ପାକିସ୍ତାନକୁ ହରାଇଲା ଭାରତ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଅନୁଷ୍ଠିତ ଏକ କ୍ରିକେଟ ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଛନ୍ତି । ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା । ପରେ!-->…
Read More...
Read More...