ସୃଷ୍ଟି ହେଲା ଲଘୁଚାପ

ନୂଆଦିଲ୍ଲୀ: ଆଜି ଭୋର୍‌ ୫.୩୦ରେ ବାଂଲାଦେଶ ଓ ମିଆଁମାର୍‌ ଉପକୂଳ ଅନ୍ତର୍ଗତ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଉପରୋକ୍ତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ…
Read More...

ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାରା ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ଲୋକେ…
Read More...

୬ ଦିନ ହେଲା ବିଚ୍ଛିନ୍ନ ହୋଇ ରହିଛି ସମ୍ବଲପୁର-ସୋନପୁର ସଡ଼କମାର୍ଗ

ସମ୍ବଲପୁର: ଗତ ଶନିବାର ଅଗଷ୍ଟ ୧୩ ମୋର ୫'ଟାରୁ ଲଗାଣ ବର୍ଷା ପରଠାରୁ ସ୍ଥାନୀୟ ମାଲତୀ ଯୋର ଉପରେ ନିର୍ମିତ ଗୁଣ୍ଡେରପୁର ଚେପଟି ପୋଲ ଉପରେ ଜଳପ୍ରବାହ ଯୋଗୁଁ ଯାତାୟାତ ବନ୍ଦ ରହିଛି । ଇତିମଧ୍ୟରେ ହୀରାକୁଦରୁ ୪୦ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ ଫଳରେ ବର୍ତ୍ତମାନ ସେଠାରେ ପାଞ୍ଚ ଫୁଟ…
Read More...

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଆଗେଇ ପାରୁନି ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା

ଜହ୍ନାପଙ୍କ :ରାସ୍ତା ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ରାସ୍ତା ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଆବଶ୍ୟକ କ୍ଷତିପୂରଣ ଦେଇନଥିବାରୁ ରାସ୍ତା ଆରମ୍ଭରୁ ବିବାଦ ଦେଖା ଦେଇଛି । ଏଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବିରିଗଡ଼ ଗ୍ରାମ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ଘଣ୍ଟା ଧରି ରାସ୍ତା ଅବରୋଧ

ଦଶପଲ୍ଲା : ଆଜି ମଧ୍ୟାହ୍ନ ସକାଳ ୬ ଘଟିକା ସମୟରେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଚୁମୁକି ହୋଟେଲ୍‌ ନିକଟସ୍ଥ ଖଳଖଳା ନାଳ ଉପରେ ଏକ ମାଲ୍‌ ବୋଝେଇ କଣ୍ଟେନର ଓଲଟି ପଡିବା ଯୋଗୁଁ ଗାଡି ଚାଳକ ଆହତ ହୋଇଛି । ଗାଡିଟି ଖଳଖଳା ପୋଲ ଉପରେ ଓଲଟି ପଡିବା ଯୋଗୁଁ ୫୭ ନଂ ଜାତୀୟ ରାଜପଥ…
Read More...

ଆଜି ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ

ମୁମ୍ବାଇ : ଆଜିଠୁ ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଲୋକେଶ ରାହୁଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ଘରୋଇ ଦଳ ମଧ୍ୟ ପ୍ରସ୍ତୁତ । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି ।…
Read More...

ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହୀରାକୁଦ ଡ଼୍ୟାମ ପ୍ରତି ବିପଦ ଆଶଙ୍କା

ସମ୍ବଲପୁର: ଆଜକୁ ଚାରିଦିନ ହୋଇଗଲା ହୀରାକୁଦର ଜଳସ୍ତର ନିର୍ଦ୍ଧାରିତ ସୀମାରୁ ୧୦ ଫୁଟ ଊର୍ଦ୍ଧ୍ୱ ରହିଆସୁଥିବାରୁ ଏହାର ବିସ୍ତୃତ ମାଟିବନ୍ଧ ପ୍ରତି ବିପଦ ଆଶଂକା କରାଯାଉଛି । ବିଶ୍ୱପ୍ରସିଦ୍ଧ ଏହି ନଦୀବନ୍ଧ ନିର୍ମାଣ ପରଠାରୁ ଏଠାକାର ଜଳସ୍ତର କେତେବେଳେ କେମିତି ରହିବ ଏହା ନିର୍ଦ୍ଧାରିତ…
Read More...

ଆସୁଛି ଆଉ ଏକ ଲଘୁଚାପ : ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡ଼ିଶାକୁ ପୁଣି ମାଡ଼ି ଆସୁଛି ବର୍ଷା। ଦକ୍ଷିଣ ମିଆଁମାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଶୁକ୍ରବାର ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ଆଜି ଓ…
Read More...

ବୋଲେରୋ ସହ ୧୩୨ କେଜି ଗଞ୍ଜେଇ ଜବତ

ଫୁଲବାଣୀ : ଅବକାରୀ ବିଭାଗର ୬ ଜଣିଆ ସ୍କ୍ୱାଡ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଞ୍ଜେଇ ଜବତ କରିଛି । ତେବେ ଗଞ୍ଜେଇ ମାଫିଆ ମାନେ ଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ପୂର୍ବରୁ ସୂଚନା…
Read More...

ତୁର୍ଲ୍ଲା ଗାଁରେ ଚଢଉ ;୨୫୫ ଲିଟର ଦେଶୀ ମଦ ଜବତ , ୩ ଗିରଫ

ଖପ୍ରାଖୋଲ/ପାଟଣାଗଡ: ପାଟଣାଗଡ ଅବକାରୀ ବିଭାଗ ଖପ୍ରାଖୋଲ ଥାନା ଅନ୍ତର୍ଗତ ତୁର୍ଲ୍ଲା ଗାଁରେ ଚଢାଉ କରି ୨୫୫ ଲିଟର ଦେଶୀ ମଦ ଜବତ କରି ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶୋଭକର ବରିହା, ଅନଙ୍ଗ ବରିହା ଓ ଗୁଣ ସାଗର ବରିହା । ଶୋଭକର ବରିହାଙ୍କଠାରୁ ୮୦ ଲିଟର, ଅନଙ୍ଗ…
Read More...