ପୂର୍ବତନ ସାଂସଦ ବିଧାୟକ ରବି ନାରାୟଣ ପାଣି ବିଜେଡିରୁ ଇସ୍ତଫା ଦେଲେ

0 551

ଭୁବନେଶ୍ୱର: ଆଜି ବିଜେଡିରୁ ପୁଣି ଇସ୍ତଫା ଦେଇଛନ୍ତି ଜଣେ ବରିଷ୍ଠ ନେତା। ସେ ହେଲେ ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି । ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଲେ। ସେ ଦେବଗଡ଼ର ଲୋକସଭା ସଦସ୍ୟ ଏବଂ ପାଲ୍ଲହଡାର ବିଧାୟକ ଥିଲେ।

hiranchal ad1
Leave A Reply

Your email address will not be published.

1 × five =