ରାଇନାଙ୍କ ପାଇଁ ବାରିକ ସାଜିଲେ ସ୍ତ୍ରୀ ପ୍ରିୟଙ୍କା

0 585

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଯୋଗୁଁ ସାରା ଦେଶରେ ବର୍ତ୍ତମାନ ସବୁ ସାଲୁନ୍‌, ସ୍ପା ଆଦି ବନ୍ଦ ରଖାଯାଇଛି । ଏଭଳି ଘଡ଼ିସନ୍ଦି ମୁହୂର୍ତ୍ତରେ ଜନସାଧାରଣ କେଶ କାଟିବା ପାଇଁ ବହୁ ହଇରାଣ ମଧ୍ୟ ହେଉଛନ୍ତି । ଏଥିପାଇଁ ଆମ କ୍ରିକେଟରମାନେ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି । ଆଜି ଭାରତୀୟ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏଭଳି ଅସୁବିଧାର ସମ୍ମୁଖୀନ ହୋଇ ନିଜ ପତ୍ନୀ ପ୍ରିୟଙ୍କାଙ୍କୁ ବାରିକ ସଜାଇଛନ୍ତି ଏବଂ ନିଜେ ପତ୍ନୀ ମଧ୍ୟ ତାଙ୍କ ପାଇଁ କେଶ କାଟି ଭିଡ଼ିଓ ଭାଇରାଲ୍ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 11 =