ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

0 674

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୭୨ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତା\’ର ଟ୍ୱିଟର ହ୍ୟାଣ୍ଡେଲରେ ମାତ୍ର ପାଞ୍ଚ ମିନିଟ୍ ତଳେ ଏହା ଦର୍ଶାଇଛି । ମୃତକ ଜଣକ ହେଉଛନ୍ତି ଭୁବନେଶ୍ୱର-କଟକ ରୋଡ୍‌ସ୍ଥିତ ଝାରପଡ଼ା ଅଞ୍ଚଳର । ସେ ଗତ ଅପ୍ରେଲ୍ ୪ ତାରିଖରେ ରୋଗରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ରୋନିକ୍ ହାଇପରଟେସନ (ଉଚ୍ଚ ରକ୍ତଚାପ) ଥିଲା । ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସରକାର ଟ୍ରେସ ଆଉଟ୍ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 5 =