ସଲାଗୁଡା ଗ୍ରାମରେ ଅଘଟଣ: ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର

0 701


ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ଗ୍ରାମରେ ଅଘଟଣ । ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର । ପଡୋଶୀ ଘରେ ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବାଯାଇ ଦୁଇ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ସଲାଗୁଡା ଗ୍ରାମର ସମରେନ୍ଦ୍ର କହଁରଙ୍କ ଘରେ କୌଣଶି କାରଣରୁ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯାଇଥିଲା ।

hiring

ପାଟିଶୁଣି ପଡୋଶୀ ଦୁଇ ଯୁବକ ସନ୍ତୋଷ ପ୍ରଧାନ ଓ ପ୍ରଦୀପ କହଁର ନିଆଁ ଲିଭାଇବାପାଇଁ ଯାଇଥିଲେ । କିନ୍ତୁ ଉଭୟ ସନ୍ତୋଷ ଓ ପ୍ରଦୀପ ନିଆଁ ଧାସରେ ପୋଡି ଗୁରୁତର ହୋଇଥିବା ଜଣାପଡିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

hiranchal ad1
Leave A Reply

Your email address will not be published.

11 + 20 =