ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ !

0 656

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ବୈଠକରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ କରାଯିବ । ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା କ୍ୟାବିନେଟ୍‌ର ଅନ୍ୟ ମନ୍ତ୍ରୀମାନଙ୍କ ସହିତ ଯିଏ ଯେଉଁସ୍ଥାନରେ ଅଛି ସେଠାରେ ସଂଯୋଗ କରାଯିବ । ଏହି ବୈଠକରେ ବିଧାୟକ ପାଣ୍ଠିକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ଉପରେ ନିଷ୍ପତ୍ତି ସହିତ ମନ୍ତ୍ରୀମାନଙ୍କର ଦରମା ହ୍ରାସ ନେଇ ଆଲୋଚନା ହୋଇପାରେ ।

hiranchal ad1
Leave A Reply

Your email address will not be published.

10 − 2 =