ପାରଳା ପୌର ପରିଷଦ ପକ୍ଷରୁ ବୁଲା ଜୀବଙ୍କୁ ଖାଦ୍ୟ ବଣ୍ଟନ

0 601

ପାରଳାଖେମୁଣ୍ଡି: ଲକ୍‌ଡାଉନ୍ ଯୋଗୁଁ ବୁଲା ଗାଈଗୋରୁ ଓ କୁକୁରମାନଙ୍କର ଖାଦ୍ୟ ପାଇବା କଷ୍ଟକର ହୋଇପଡ଼ିଛି । ଏହି ଆଶଙ୍କା ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବୁଲା ଗାଈଗୋରୁମାନଙ୍କୁ ପନିପରିବା ଓ କୁକୁରମାନଙ୍କୁ ବିସ୍କୁଟ୍ ପ୍ରଦାନ କରାଯାଇଛି । ପାରଳା ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ପୌର ପରିଷଦର କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବା ଗାଈଗୋରୁ, କୁକୁରମାନଙ୍କୁ ପନିପରିବା ଓ ବିସ୍କୁଟ୍ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 + 11 =