ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା ଅଞ୍ଚଳରେ ସାବୁନ୍ ଏବଂ ମାସ୍କ୍ ବିତରଣ ଅଭିଯାନ

0 626

ଲାଞ୍ଜିଗଡ଼ : ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ମାସ୍କ୍ ଏବଂ ସାବୁନ୍ ହସ୍ତାନ୍ତର କରାଯାଇଛି । ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ୧୫୦୦୦ରୁ ଊଦ୍ଧ୍‌ର୍ ମାସ୍କ୍ ତଥା ୧୦୦୦୦ରୁ ଊର୍ଦ୍ଧ୍ୱ ସାବୁନ୍ ଅଞ୍ଚଳରେ ବିତରଣ କରିଥିବା ବେଳେ ବେଦାନ୍ତ ହସ୍ପିଟାଲ ଏବଂ କମ୍ପାନୀ ଅଧିକାରୀମାନେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଗସ୍ତ କରି ମାସ୍କ୍ ତଥା ସାବୁନ୍ ବାଣ୍ଟିବା ସହିତ ଲୋକଙ୍କୁ ଭୟବୀତ ନହୋଇ ନିଜର ସ୍ୱଚ୍ଛତା ତଥା ପରିଚ୍ଛନ୍ନତା ଉପରେ ବିଶେଷ ଦୃଷ୍ଟି ଦେବା ସହିତ ଉଷୁମ ଖାଦ୍ୟ ଖାଇବା ପାଇଁ ବୁଝାଉଛନ୍ତି । ଅଧିକରୁ ଅଧିକ ଜନ ସଚେତନତା ନେଇ ସରକାର ତଥା ଜିଲ୍ଲା ପ୍ରଶାସନର ସହଭାଗିତାରେ ବଦୋନ୍ତ ଜନ ସଚେତନତା ଅଭିଯାନ ତ୍ୱରାନ୍ୱିତ କରିଛି ।

hiranchal ad1
Leave A Reply

Your email address will not be published.

five × 4 =