ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ନିୟମ ହେଲା କୋହଳ

0 656

ଭୁବନେଶ୍ୱର: ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କର ନିର୍ଦ୍ଦେଶକ୍ରମେ ଆଜି ସକାଳୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳରେ କଣ୍ଟେନେମେଣ୍ଟ ନିୟମକୁ ଆଂଶିକ କୋହଳ କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦାସ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ବିଦ୍ୟୁତ୍ ସାମଗ୍ରୀ ଦୋକାନ, ବହି ଦୋକାନ, ସାଇକେଲ୍ ମରାମତି ଦୋକାନ, ଦୁଗ୍ଧଜାତ ସାମଗ୍ରୀ ଦୋକାନ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମଦୂରତ୍ୱ ରକ୍ଷାକାରୀ ଓ ମାସ୍କ୍ ପିନ୍ଧି ଗରୁ ବାହାରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ଯାଜପୁର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − seventeen =