ପାତାଳି ଶ୍ରୀକ୍ଷେତ୍ରରେ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ

0 53

ସୁବର୍ଣ୍ଣପୁର: ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସେହିକ୍ରମରେ ଆସନ୍ତା ୪ତାରିଖରେ ସକାଳ ୫ଘଣ୍ଟାରେ ମଙ୍ଗଳ ଆଳତୀ ୯ଘଣ୍ଟାରୁ ଧାଡ଼ି ପହଣ୍ଡି ପୂର୍ବାହ୍ନ୧୧ଘଣ୍ଟାରୁ ଶ୍ରୀଜିଉ ମାନଙ୍କ ମହାସ୍ନାନ ଅପରାହ୍ନ ୧ଘଣ୍ଟାରୁ ଗଜାନନ ବେଶ ଅନୁଷ୍ଠିତ ହୋଇ ଅପରାହ୍ନ ୪ଘଣ୍ଟାରେ ଅଣସର ବିଜେ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

4 + six =