ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ୪୮୮ବର୍ଗ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି ସ୍ୱାଗତ

0 30

ପୁରୀ : ରାଜ୍ୟ କ୍ୟାବିନେଟ ବୈଠକରେ ଘରୋଇ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ପାଇଁ ସ୍ଥିରୀକୃତ ବେତନ ପଦ୍ଧତିକୁ ସ୍ୱାଗତ କରିଛି ୪୮୮ବର୍ଗ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଦର୍ଶାଇଛି ସଂଘ । ଏଥିପାଇଁ ସମିତିର ପୁରୀ ଜିଲ୍ଲା ଶାଖା ସଭାପତି ନଳିନୀ କାନ୍ତ ପଟ୍ଟନାୟକ, ସମ୍ପାଦକ ମିହିର ରଞ୍ଜନ ମହାନ୍ତି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ, ବିଧାୟକ,ମୁଖ୍ୟ ସଚିବ,ଉଚ୍ଚଶିକ୍ଷା ସଚିବ ଏବଂ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + 16 =