ବାଲୁକା କଳା ମାଧ୍ୟମରେ ରାମ ନବମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

0 54

ପୁରୀ :ପବିତ୍ର ରାମ ନବମୀକୁ ନେଇ ସାରା ଦେଶ ଉତ୍ସାବ ମୁଖର । ଏହାକୁ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାମ ମନ୍ଦିର ଗୁଡିକରେ ମଧ୍ୟ ରାମ ନବମୀ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ପବିତ୍ର ରାମ ନବମୀ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍‌ ରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରିଛନ୍ତି ସୁଦର୍ଶନ । ଏହି ବାଲୁକା ଚିତ୍ର କଳାରେ ପ୍ରଭୂ ରାମଙ୍କ ପ୍ରତିକୃତି ରଖାଯାଇଛି । ଏହି ସୁନ୍ଦର ବାଲୁକା ଚିତ୍ରକଳାକୁ ଦେଖିବାକୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ ଲାଗିରହିଥିଲା । ଗୁରୁବାର ପବିତ୍ର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନିତିକାନ୍ତି ।

hiring

hiranchal ad1
Leave A Reply

Your email address will not be published.

2 × one =