ବଡ଼କୁଶଙ୍ଗ ଗ୍ରାମରେ ମା ସନ୍ତୋଷୀ ମହାପୁରାଣ ପାରାୟଣ

0 530

ବୌଦ୍ଧ,୧/୧- କଣ୍ଟାମାଳ ବ୍ଲକ ବଡ଼ କୁଶଙ୍ଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ମା ସନ୍ତୋଷୀ ଦେବୀଙ୍କ ମନ୍ଦିରରେ ଆଜି ପବିତ୍ର ଶୁକ୍ରବାରରେ ମା ସନ୍ତୋଷୀ ଦେବୀଙ୍କ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | ପାରାୟଣରେ ବ୍ୟାସ ଭାବେ ସୁଶାନ୍ତ ହୋତା ମା ସନ୍ତୋଷୀ ମହାପୁରାଣ ପଠନ କରିଥିଲେ | ମନ୍ଦିରର ପୂଜକ ଗଣେଶ୍ୱର ସେଠୀ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ | ବଡ଼ କୁଶଙ୍ଗ ତଥା ଆଖ ପାଖ ଅଂଚଳର ଅନେକ ଭକ୍ତ ଯୋଗଦେଇ ଦେବୀ ପୁରାଣ ଶ୍ରବଣ କରିଥିଲେ |

hiranchal ad1
Leave A Reply

Your email address will not be published.

one × one =