ରାଜ୍ୟରେ ଖୋଲିବ ୨୨୩ଟି ଗ୍ୟାରେଜ୍ ଓ ୧୪୦ଟି ଢାବା

0 343

ଭୁବନେଶ୍ୱର: ରାଜ୍ୟରେ ୧୪୦ଟି ଢାବା ଓ ୨୨୩ଟି ଗ୍ୟାରେଜ୍ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଲକ୍‌ଡାଉନ୍ ଯୋଗୁଁ ଜାତୀୟ ରାଜପଥରେ ମାଲ୍ ପରିବହନ ବେଳେ ଖାଦ୍ୟ ପାଇଁ ସମସ୍ୟାରେ ପଡୁଥିବା ଟ୍ରକ ଚାଳକଙ୍କ ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଯାହା ପରିବହନ ସେବା ସହିତ ଜଡ଼ିତ କର୍ମଚାରୀମାନଙ୍କୁ ଆଶ୍ୱସ୍ତ କରିଛି । ତେବେ ଏହିସବୁ ଗ୍ୟାରେଜ୍ ଓ ଢାବା କେବଳ ଜାତୀୟ ରାଜପଥ କଡ଼ରେ ହୋଇଥିବା ଆବଶ୍ୟକ ଏବଂ ସେହି ଢାବା ଓ ଗ୍ୟାରେଜ୍‌ମାନଙ୍କୁ ଅନୁମତିପ୍ରାପ୍ତ କରାଯାଇଛି ।

hiranchal ad1
Leave A Reply

Your email address will not be published.

2 × three =