ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

0 74

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ମୃତ୍ୟୁ ରହସ୍ୟ ଉପରି ପରଦା ହଟାଇବାକୁ ପ୍ରାଣପଣେ ଚେଷ୍ଟା କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ । ଶନିବାର ଦିନ ଡିଏଫଓ ସଂଗ୍ରାମକେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ କରାଯାଇଥିଲା । ସେହିପରି ଡିଏଫଓଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଆଜି ଭୁବନେଶ୍ୱର ସ୍ଥିତ ଫୋରେନସିକ୍‌ ଲାବୋରେଟୋରୀ ହୋଇଥିବା ଜଣାପଡିଛି । ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ବାପାଙ୍କ ସହ ବିଦ୍ୟାଭାରତୀ ଭୁବନେଶ୍ୱର ଆସିଥିଲେ ।

hiranchal ad1
Leave A Reply

Your email address will not be published.

six + 1 =