ସେବାର ଉତ୍କୃଷ୍ଟ ମାନଦଣ୍ଡ କ’ଣ ? ଏ ସମୟର ସଦୁପଯୋଗ ପାଇଁ ଆଗେଇ ଆସନ୍ତୁ । 5T ସଚିବ ପାଣ୍ଡିଆନଙ୍କ କ’ଣ ରହିଛି ଉଦାହରଣ, ଦେଖନ୍ତୁ ଭିଡିଓ

0 3,896

ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ ।

hiring

hiranchal ad1
Leave A Reply

Your email address will not be published.

4 + 6 =