ଗଞ୍ଜେଇ ସହ ପିକଅପ ଭ୍ୟାନ ଜବତ, ଜଣେ ଗିରଫ

0 542

କଟକ : ଚୋରା ଗଞ୍ଜେଇ ଚାଲାଣର ଚୋରାଭୂଇଁ ପାଲଟିଛି ଓଡିଶା । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚୋରା ଗଞ୍ଜେଇ ଜବତ କରୁଛି ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ଟିମ୍‌ । ସେହିପରି ଆଜି କଟକ ଟାଙ୍ଗିରୁ ଏକ କ୍ୱିଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରିଛି ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ଟିମ, ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତି ଗରିଫ କରିବା ସହ ଏକ ପିକଅପ ଭ୍ୟାନ ଜବତ ।

hiranchal ad1
Leave A Reply

Your email address will not be published.

20 − 12 =