ନଦୀକୁ ଖସିଲା କାର

0 184

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମରେ ଏକ କାର୍‌ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା । ଦୁର୍ଘଟଣାଗ୍ରସ୍ତ କାରରେ ୫ଜଣ ଥିଲେ । ଏହା ଦେଖି ସ୍ଥାନୀୟ ଲୋକେ କାର୍‌ ମଧ୍ୟରେ ଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସମସ୍ତଙ୍କୁ ମାଥିଲି ମେଡିକାଲକୁ ପଠାଇଛନ୍ତି ସ୍ଥାନୀୟ ଲୋକେ । କାରଟି ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

6 + 1 =