ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

0 4,076

hiring

ବୌଦ୍ଧ,୧/୨ – ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା – ଟିକରପଡ଼ା ରାସ୍ତାର ଫୁରୁଡା ପୋଲ ନିକଟରେ ଦିନ ପ୍ରାୟ 1 ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ରାଧାନଗର୍ ଗ୍ରାମ ପଞ୍ଚାୟତ ବଡ଼ ବାଗବର୍ ଗ୍ରାମର ଦୁଇ ଜଣ ବ୍ୟକ୍ତି ଏକ ବାଇକ ଯୋଗେ ଟିକରପଡ଼ା ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମ କୁ କୌଣସି କାମରେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇ ଥିଲେ l ଫଳରେ ଉଭୟ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ଏକ କାର୍ ଯୋଗେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ l

hiranchal ad1
Leave A Reply

Your email address will not be published.

15 − 9 =