ଶିକ୍ଷାଧିକାରୀ ସନାତନ ଗାଆଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

0 50

ପୁରୁଣାକଟକ କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ସନାତନ ଗାଆଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ରେ ବର୍ତ୍ତମାନର ବିଇଓ ଧ୍ରୁବ ଚରଣ ଘିବେଲା ମୁଖ୍ୟ ଅତିଥି,ପ୍ରାକ୍ତନ ବିଇଓ ସନାତନ ଗହଣ, ପୁରୁଣାକଟକ ସିଆରସିସି ଫୁଲଚନ ବେହେରା, ତେଲିବନ୍ଧ ସିଆରସିସି ରାଜକୁମାର ବେହେରା, ପ୍ରଧାନଶିକ୍ଷକ ପଉଲସ୍ତି ଭୋକ୍ତା ଅତିଥି ଭାବେ ଯୋଗ ଦେଇଥିଲେ,ବିଦାୟୀ ଶିକ୍ଷାଧିକାରୀଙ୍କୁ ମାନପତ୍ର ଏବଂ ଉପଢ଼ଉକନ ପ୍ରଦାନକରାଯାଇଥିଲା ଶିକ୍ଷକ ରଞ୍ଜନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବରିଷ୍ଠ ଶିକ୍ଷକ ନିର୍ମଳ କୁମାର ରଣା ଧନ୍ୟବାଦ ପ୍ରଦାନ କରିଥିଲେ

hiranchal ad1
Leave A Reply

Your email address will not be published.

two × two =