ଗଜପତି ବିଜେପି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ ଓ ଗଣମାଧ୍ୟମକୁ ସାନିଟାଇଜର ପ୍ରଦାନ

0 164

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେପି କାର୍ଯ୍ୟାଳୟ ଠାରେ ଆଜି ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି।ପାରଳା ବିଧାୟକ କେ ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ
ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଜେପି ସଭାପତି ମୁରଲୀ ଗୋପାଳ ରାଓ, ଜିଲ୍ଲା ପରିଷଦ ସଭ୍ୟ। ବିମଳା ସାମଲ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ପି ଲତା ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକର ଙ୍କର ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ପରେ ପାରଳା ବିଧାୟକ କେ ନାରାୟଣ ରାଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରପରିସଦ ଅଧ୍ୟକ୍ଷ ପି କ୍ରିଷ୍ଣ। ନୃସିଂହ ଚରଣ ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର,ସିଧ୍ୟେଶ୍ୱର ମିଶ୍ର, ଭେଙ୍କେଟରାବଣ।,କୃପାସିନ୍ଧୁ ପାଳ, ବାବୁନା ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

seventeen − fifteen =