ଦଳିତ ଅଧିକାର ସୁରକ୍ଷା ମଂଚ ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

0 100

ବୌଦ୍ଧ,୧୪/୪- ଆଜି ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଓଡିଶା ଦଳିତ ଅଧିକାର ମଞ୍ଚ ବୌଦ୍ଧଜିଲ୍ଲା ଶାଖା । ଏହି କାର୍ଯ୍ୟକ୍ରମରେ ଦଳିତ ଅଧିକାର ସୁରକ୍ଷା ମଞ୍ଚର କାର୍ଯ୍ୟକାରୀ ସଭାପତି ସୁରେଶ ରାଜହଂସ, ଉପସଭାପତି ପରମେଶ୍ୱର ବେହେରା, ପବିତ୍ର ମହାନନ୍ଦିଆ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦୀପ, ସହ ସମ୍ପାଦକ ଚିତ୍ତରଞ୍ଜନ ବେହେରା, ବାମନ ବେହେରା, ହୃଦାନନ୍ଦ ବେହେରା, ରଂଜନ ନନ୍ଦୀ, ସୁଜ୍ଞାନ୍‌ ବାଘ , ଶ୍ରୀନିବାସ ହାତୀ, ନବ ଦୀପ, କାର୍ତ୍ତିକ ବେହେରା, ନିରଞ୍ଜନ କହଁର, ରାଜକୁମାର ତାଣ୍ଡି, ରବି ବେହେରା ଓ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × four =