ସରକାରୀ ଜାଗାରୁ ସ୍ୱ ଇଛାରେ ଘର ଭାଙ୍ଗିଲେ ଜନତା

0 162

ହରଭଙ୍ଗା,୨/୧- ହରଭଙ୍ଗା ବ୍ଲକ ଆଡେଣିଗଡ ଠାରେ ଆଜି ସ୍ଥାନୀୟ ଜନତା ସ୍ୱଇଛାରେ ଘର, ଦୋକାନ ଆଦି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ଆଡେଣିଗଡ଼ ବଜାର ଏନଏଚ୫୭ର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜାଗାରେ ସ୍ଥାନୀୟ ଲୋକେ ଘର, ଦୋକାନ ଆଦି କରିଥିଲେ । ସରକାରଙ୍କ ଜାଗା ଉଚ୍ଛେଦ ନିର୍ଦ୍ଦେଶକ୍ରମେ ଆଜି ସ୍ୱଇଛାରେ ଜନତା ମାନେ ନିଜ ଘର, ଦୋକାନ ଇତ୍ୟାଦି ଭାଙ୍ଗୁଥିବାର ଦେଖାଯାଇଛି ।

hiranchal ad1
Leave A Reply

Your email address will not be published.

two + four =