ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

0 55

ଅହମ୍ମଦାବାଦ: ଭୁପେନ୍ଦ୍ର ପଟେଲ ଗୁଜୁରାଟର ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଗୁଜୁରାଟର 17 ତମ ମୁଖ୍ୟମନ୍ତ୍ରୀ ଭାବରେ ପଟେଲ ଶପଥ ଗ୍ରହଣ କରିଛନ୍ତି।

hiranchal ad1
Leave A Reply

Your email address will not be published.

1 × three =