ଉଦଘାଟିତ ହେଲା ବଲାଙ୍ଗିରଠାରେ କିମ୍ସ ପରିଚାଳିତ କୋଭିଡ ହସ୍ପିଟାଲ

0 889

କୋଭିଡ ରୋଗୀ ଆଜି ଯାଏ ଚିହ୍ନଟ ହୋଇନାହିଁ ବଲାଙ୍ଗିର ଜିଲ୍ଲାରେ ତଥାପି ପ୍ରଶାସନ ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ I ସ୍ଥାନୀୟ କିସ ପରିସରରେ 10ଟି ICU 10ଟି SUJ ବେଡ ସହ ଭେଣ୍ଟିଲେଟର ଆଦି ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ଚିକିତ୍ସା ସୁବିଧା ସହ ଜିଲ୍ଲାରେ କୋଭିଡ ହସ୍ପିଟାଲ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଉଦଘାଟନ କରିଛନ୍ତି I

hiring

ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇଛି, KISS ଓ KIMS ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ବଲାଙ୍ଗୀର ବିଧାୟକ ମଧ୍ୟ ସାଧୁବାଦ ଜଣାଇଥିଲେ I

hiranchal ad1
Leave A Reply

Your email address will not be published.

two × four =