ଡ୍ରୋନ ସାହାଯ୍ୟରେ ସ୍ଥିତି ନିରୀକ୍ଷଣ

0 79

ସମ୍ବଲପୁର :କରୋନା ସ°କ୍ରମଣ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଘୋଷିତ ଲକଡାଉନକୁ ତୃତୀୟ ସପ୍ତାହରେ କଡାକଡି ଭାବେ ପାଳନ କରିବା ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି । ଏହି ସନ୍ଦର୍ଭରେ ସ୍ଥିତି ନିରୀକ୍ଷଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଡ୍ରୋନ କ୍ଯାମେରାର ଉପଯୋଗ କରୁଛି । ଏହାଦ୍ବାରା ମାନବ ସ°ସାଧନ ଓ ବାହାନାଦିର ବ୍ଯଵହାର କମିଛି । ଅନ୍ୟ ପଟେ ରେଲୱେ ପ୍ରଶାସନ ମଧ୍ୟ ଡ୍ରୋନ ସାହାଯ୍ୟ ରେ ସ୍ଥିତି ଉପରେ ନଜର ରଖୁଛି । ଏହା ଦ୍ବାରା ବିସ୍ତିର୍ଣ୍ଣ ଅଞ୍ଚଳରେ ପ୍ରସାରିତ ରେଲୱେ ସମ୍ପତ୍ତି ଉପରେ ନଜର ରଖିବା ସହଜ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

20 − one =