ପାଞ୍ଚଜଣ ନିୟମ ଉଲ୍ଲଂଘନକାରୀ ଗିରଫ

0 272

ବାଲିଗୁଡ଼ା: ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ପାଞ୍ଚଜଣ ଗିରଫ । ତୁମୁଡ଼ିବନ୍ଧ ଥାନା ମାତୃ ଗାଁ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବାବେଳେ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ୍ । ମହାମାରୀ କରୋନା ମୁକାବିଲା ନେଇ ସାରାଦେଶରେ ଲକ୍ ଡାଉନ୍ ଜାରି ରହିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିନା କାରଣରେ ଘରୁ ନବାହାରିକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିବା ସହ ସାମାଜିକ ଦୁରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ପ୍ରଶାସନ ପକ୍ଷରୁ । ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମାତୃ ଗାଁ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ଖବରପାଇ ପହଁଚି ଥିଲା ପୋଲିସ୍ । ନିୟମ ଉଲ୍ଲଘଂନ ଅଭିଯୋଗରେ ସେଠାରୁ ପାଞ୍ଚ ଜଣକୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ୍ ।

hiranchal ad1
Leave A Reply

Your email address will not be published.

six − one =