ମାସ୍କ ତିଆରି କରୁଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ

0 108

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱୟଂ ସହାୟକ ଜରିଆରେ ମାସ୍କ ତିଆରି ଚାଲିଛି।ବର୍ତ୍ତମାନ ମାସ୍କ ର ଆବଶ୍ୟକତା ଦୃଷ୍ଟିରୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ମହିଳାମାନେ ମାସ୍କ ତିଆରି କରୁଛନ୍ତି।ସହରରେ ସ୍ୱସ୍ତିକ ଗ୍ରୁପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାସ୍କ ତିଆରି କରି ବିକ୍ରି କରୁଛନ୍ତି।

hiring

hiranchal ad1
Leave A Reply

Your email address will not be published.

3 × two =