ମୁଖ୍ୟମନ୍ତ୍ରଙ୍କ ରିଲିଫ ପାଣ୍ଠିକୁ ସହାୟତା ଦେଲେ ଯୁବ ସାମ୍ବାଦିକ ଆଦର୍ଶ ଦାସ

0 121

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଳ ଙ୍କୁ ସାକ୍ଷାତ କରି ଗଜପତି ଜିଲ୍ଲା ଓ ଟିଭିର ଯୁବ ସାମ୍ବାଦିକ ଆଦର୍ଶ ଦାସ କୋରନା ମୁକାବିଲା ପାଇଁ ନିଜର ପାରିଶ୍ରମିକ ଅର୍ଥ ରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଜନକଲ୍ୟାଣ ଉଦ୍ୟେଶ ରେ 5 ହଜାର ଟଙ୍କା ର ଚେକ ଜିଲ୍ଲା ପାଳ ଅନୁପମ ସାହା ଙ୍କ ଜରିଆରେ ପ୍ରଦାନ କରିଛନ୍ତି।ଏହି ଭଳି କାର୍ଯ୍ୟ କୁ ବିଭିନ୍ନ ମହଲରେ ଯୁବ ସାମ୍ବାଦିକ ଙ୍କୁ ଭୂୟସ ପ୍ରଶଂସା କରାଯାଇଛି।ଏବଂ ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ବୋଲି ଜିଲ୍ଲାପାଳ ଓ ଏସପି ସାରା ଶର୍ମା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

four × 3 =