ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୌଦ୍ଧ ବିଧାୟକଙ୍କ ୩ମାସର ଦରମା ପ୍ରଦାନ

0 745

ବୈାଦ୍ଧ:ଆଜି ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ୩ମାସର ଦରମା ୧ଲକ୍ଷ ୫ହଜାର ଟଙ୍କା କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଅମାତ ରାଜ୍ୟସରକାରଙ୍କ ବିଭିନ୍ନ ସହାୟତା ସାଧାରଣଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଆଶାପ୍ରକାଶ କରିଛନ୍ତି । ବିଧାୟକ ଭାବେ ପ୍ରତ୍ୟହ ଜିଲ୍ଲା ପ୍ରଶାସନ ଠାରୁ କରୋନା ମୁକାବିଲା ସଂପର୍କିତ କାର୍ଯ୍ୟର ସୂଚନା ପଚାରି ବୁଝୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

15 + 15 =