ଭଦ୍ରକ, ବାଲେଶ୍ୱର ଓ ଯାଜପୁର ସଟଡାଉନ ଘୋଷଣା

0 182

ଭୁବନେଶ୍ୱର :ଆଜି ରାତ୍ରି 10ଘଣ୍ଟାରୁ ଆସନ୍ତା 26ତାରିଖ ସକାଳ 10ଟା ପର୍ଯନ୍ତ 60ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର I ଭୁବନେଶ୍ୱର ସଟଡାଉନର ସଫଳତା ଏଠାରେ ପରୀକ୍ଷଣ କରାଯିବ ବୋଲି କହିଛନ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି I ଏହି ଜିଲ୍ଲାର ଜନ ସାଧାରଣ ସଟଡାଉନ ସମୟରେ ଘରୁ ନ ବାହାରିଵା ପାଇଁ ତାଗିତ କରିଛନ୍ତି I ଏହି ତିନି ଜିଲ୍ଲାରୁ ସଂକ୍ରମଣ ଗତ ପାଞ୍ଚ ଦିନରେ ବଢି ଯାଇଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଛି I

hiranchal ad1
Leave A Reply

Your email address will not be published.

2 × 3 =