48ଘଣ୍ଟିଆ ସଟଡାଉନକୁ ବିପୁଳ ସମର୍ଥନ ଦେଉଛନ୍ତି କଟକ, ଭୁବନେଶ୍ୱର ଓ ଭଦ୍ରକ ବାସିନ୍ଦା

0 106

ଭୁବନେଶ୍ୱର (ସୁରେଶ କୁମାର କର) : କରୋନା ମହାମାରି କେତେ ଭୟଙ୍କରୀ ଏହା ଅନୁଭବ କରିଛନ୍ତି କଟକ ଭୁବନେଶ୍ୱର ଓ ଭଦ୍ରକ ସହରାଞ୍ଚଳ ବାସିନ୍ଦା I ଗତକାଲି ଗୋଟିଏ ଦିନରେ 20 ପଜେଟିଭ ସଂଖ୍ୟା ରାଜ୍ୟ ଛୁଇଁବା ପରେ ଲୋକେ ଆପଣା ଛାଏ ସତର୍କ ହୋଇଗଲେ, ଯାହାର ପ୍ରଭାବ ଆଜି ରାସ୍ତାଘାଟରେ ପ୍ରତିଫଳିତ ହୋଇଛି I
ରାସ୍ତାରେ ପୁଲିସ ପାଟ୍ରୋଲିଂ ସାଇରନ ଅଳ୍ପ କିଛି ଅମାନିଆଙ୍କୁ ମଧ୍ୟ ବାଉନ ବଜ଼ାର ତେପନ ଗଳିର ସହରରେ ବାଟକୁ ଆଣିପାରିଛି I ଏ ସବୁ ପରେ ବି ପୁଲିସ ସଟଡାଉନ ଉଲଘଂନକାରୀ 9ଜଣଙ୍କୁ ଭଦ୍ରକ ଓ 13ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରି ବାଧ୍ୟତା ମୂଳକ ସଙ୍ଗରୋଧ ବାସ 14 ଦିନ ପାଇଁ ପଠାଇ ଦେଇଛି I ଏମାନଙ୍କ ବିରୋଧରେ ମାମଲା ୠଜୁ କରାଯାଇଛି I ଏହା ଵାଦ ପୁଲିସ ଗୋଷ୍ଠି ସଂକ୍ରମଣ ରୋକିବା ପାଇଁ ପୁରୀ ଜିଲ୍ଲା ପିପିଲି ଦାନଗଭୀର ରାସ୍ତା ଓ ଯାଜପୁର ବ୍ରହ୍ମବରଦା ଗାଁକୁ ସିଲ କରିଛି I

hiranchal ad1
Leave A Reply

Your email address will not be published.

17 − six =