ବିଧାୟକଙ୍କ ସହଯୋଗରେ ମାସ୍କ୍ ବଣ୍ଟନ

0 194

ପାଟଣାଗଡ଼: ବେଲପଡ଼ା ବ୍ଲକରେ ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟାଙ୍କ, ପୁଲିସ୍‌, ଡାକ୍ତରଖାନା, ବ୍ଲକ, ତହସିଲ ଭଳି ଆଦି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସହଯୋଗରେ ମାସ୍କ୍ ବଣ୍ଟନ କରାଯାଇଛି । ଏଥିରେ ଦୁର୍ଯ୍ୟୋଧାନ କୁମ୍ଭାର, ଗରେଶ କୁମ୍ଭାର ସହଯୋଗ କରି ସମସ୍ତ କାର୍ଯ୍ୟାଳୟମାନଙ୍କେ ମାସ୍କ୍ ବଣ୍ଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =