ସତ୍ୟସାଇ ସେବା ସମିତି ତରଫରୁ ବାଳାଶ୍ରମରେ ଦୀପାବଳି ପାଳିତ

0 100

ଫୁଲବାଣୀ ୦୫।୧୧ : ଶ୍ରୀ ସତ୍ୟସାଇ ସେବା ସମିତି ଫୁଲବାଣୀ ତରଫରୁ ସ୍ଥାନୀୟ ଗୋପବନ୍ଧୁ ବାଳାଶ୍ରମରେ ଦୀପାବଳି ଉତ୍ସବ ପାଳନ ଏକ ନିଆରା ଢଙ୍ଗରେ କରାଯାଇଛି। ସମସ୍ତ ୫୦ ଜଣ ଅନ୍ତେବାସୀଙ୍କୁ ସମିତି ପକ୍ଷରୁ ମିଠା ଓ ବିସ୍କୁଟ ବଣ୍ଟନ କରାଯିବା ସହିତ ସାବୁନ୍ ଓ ପାଣିରେ ହାତ ଧୋଇବାର ଗୁରୁତ୍ୱ ବିଷୟରେ ଶିଶୁମାନଙ୍କ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ଆବାହକ ବିଜୟ ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ବି ଭି ନାରାୟଣ, ଶଙ୍କର ନାରାୟଣ ମହାନ୍ତି, ମନୋଜ କୁମାର ମିଶ୍ର, ବିୟତ କେଶ ତ୍ରିପାଠୀ ଓ ବାଳାଶ୍ରମର ପରିଚାଳକ ବିଜୟ ସାହୁ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

19 − two =