ଗାଡି ସହ ଚୋରାକାଠ ଜବତ୍, ଜଣେ ଗିରଫ୍

0 97

ଦଶପଲ୍ଲା ୦୫।୧୧ : ଦଶପଲ୍ଲା ବନବିଭାଗକୁ ଗତକାଲି ଏକ ବଡ଼ଧରଣର ସଫଳତା ମିଳିଛି । ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ପୋଖରୀଗୋଛା ଫରେଷ୍ଟର ଶୁଭେନ୍ଦୁ ନାୟକଙ୍କ ନେତ୍ରୁତ୍ଵରେ ବନବିଭାଗ ଟିମ୍ ଚଢାଉ କରି ସୁନାଦେଇ ଠାକୁରାଣୀ ମନ୍ଦିର ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରାକାଠ, ଏକ ବୋଲେରୋ ଗାଡି ସହିତ ଜଣକ କାବୁ କରିଛନ୍ତି । ବନବିଭାଗ ଟିମ୍ କାବୁ କରିଥିବା ବ୍ୟକ୍ତି ଜଣକ ବୋଲଗଡ଼ ଅଞ୍ଚଳର ପ୍ରହଲ୍ଲାଦ ପ୍ରଧାନ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।

hiranchal ad1
Leave A Reply

Your email address will not be published.

18 + 14 =