ଆପ୍‌ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

0 87

ପାରଳାଖେମୁଣ୍ଡି,୧୪/୪- ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ୍‌ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଆପ୍‌ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍‌ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ, କିଶୋର ଚନ୍ଦ୍ର ଗୁରୁ, ଦେବେନ୍ଦ୍ରନାଥ ଜମାଦାର, ଲିଙ୍ଗରାଜ ପାଣିଗ୍ରାହୀ,ଏଲିୟାଜର ମଣ୍ଡଳ, ତ୍ରିନାଥ ପଟ୍ଟନାୟକ,ଶେଖ ମୋଜିବ୍‌, ଆମ ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସଂସ୍କୃତ ଶିକ୍ଷକ ତ୍ରିପତି ପ୍ରସାଦ ପଣ୍ଡା ଓ ରାମଗିରି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତଥା ଗଜପତି ଜିଲ୍ଲା ସାମାଜିକ ସମରସତା ସଂଯୋଜକ ନରସିଂହ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =